ଭୟାବହ ସଡ଼କ ଦୁର୍ଘଟଣାରେ ୧୦ମୃତ,୨୦ଗୁରୁତର

ହାଟେଲରେ ବସି ଖାଉଥିବା ବେଳେ ମାଡ଼ିଗଲା ଟ୍ରକ ନୂଆଦିଲ୍ଲୀ: ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଶିରପୁର ଅଞ୍ଚଳରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ଆସିଛି। ଏହି ଦୁର୍ଘଟଣାରେ ଏକ ଟ୍ରକ ଚାରିଟି ଗାଡ଼ିକୁ ଧକ୍କା ଦେବାପରେ ଜାତୀୟରାଜପଥ‌ରେ ଥିବା ଏକ ହୋଟେଲ ଭିତରେ ପଶି ଯାଇଥିଲା। ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଏଥିରେ ଆହତ ‌ହୋଇଛନ୍ତି। ସମସ୍ତ … Continue reading ଭୟାବହ ସଡ଼କ ଦୁର୍ଘଟଣାରେ ୧୦ମୃତ,୨୦ଗୁରୁତର